ଶୁଭଶ୍ରୀଙ୍କ ଗପଗୁଡ଼ିକ ପଢିବାବେଳେ ମନେହୁଏ ସତେ ଯେମିତି ସତରେ ଏମିତି ଘଟିଛି ବା ଘଟିବା ସମ୍ଭବ ! ପାଠକଠୁ କୌଣସି କଥାକାର ଏତିକି ବିଶ୍ୱାସ ଜିତିନେବାପରେ ଗପ ଏକା ନିଶ୍ୱାସକେ ପଢ଼ି ହୋଇଯାଏ l -ଆଶିଷ ଗଡ଼ନାୟକ ଆର୍ଦ୍ରା, ଚନ୍ଦ୍ରମଣ୍ଡଳର କେଉଁ କୋଣରେ ଫୁଟିଉଠୁଥିବା ନକ୍ଷତ୍ରଟିଏ ହୋଇପାରେ କିମ୍ଵା ହୋଇପାରେ ଦ୍ରୁମଟିଏ ଦିନେ ଯେଉଁଠୁ ଅଙ୍କୁରୋଦଗମ ହୋଇଥିଲା ସେଇ ଭିଜା ମାଟି ମୁଠାଏ । ତେବେ, ସାରସ୍ଵତ ଆକାଶକୁ ଉଜ୍ଜ୍ଵଳିତ ଓ ସୃଜନୀ ମାଟିକୁ ପରିବ୍ୟାପ୍ତ ହେବାର ଏହା ଏକ ଆତ୍ମବିଶ୍ଵାସର ନାଁ। -ଚିତ୍ତରଞ୍ଜନ ଚିରଞ୍ଜିତ
Bitte wählen Sie Ihr Anliegen aus.
Rechnungen
Retourenschein anfordern
Bestellstatus
Storno







