14,99 €
inkl. MwSt.
Versandkostenfrei*
Versandfertig in über 4 Wochen
payback
7 °P sammeln
  • Broschiertes Buch

ଭୀମା ଭୂୟାଁ ଉପନ୍ୟାସ ଓଡ଼ିଆ ଉପନ୍ୟାସ ସାହିତ୍ୟର ଏକ କ୍ରାନ୍ତିକାରୀ ସୃଷ୍ଟି । ଭୂୟାଁ ସର୍ଦ୍ଦାରର ପୁଅ ଭୀମା ଓ ରାଜା ହରିଚନ୍ଦନଙ୍କ କନ୍ୟା ଜେମାର ପ୍ରଣୟ ଆକର୍ଷଣର ଚିତ୍ରକୁ ସଫଳତାର ସହ ଉପସ୍ଥାପିତ କରିଛନ୍ତି ଔପନ୍ୟାସିକ । ଏହାବ୍ୟତୀତ ଭୂୟାଁ ଜାତିର ଜୀବନଯାତ୍ରା, ବିବାହ ବିଧି, ପର୍ବପର୍ବାଣି, ଆତିଥେୟତା ଏବଂ ଦେବବିଶ୍ୱାସ ଚିତ୍ରରେ ଗତିମୁଖର ଏହି ଉପନ୍ୟାସ ।

Andere Kunden interessierten sich auch für
Produktbeschreibung
ଭୀମା ଭୂୟାଁ ଉପନ୍ୟାସ ଓଡ଼ିଆ ଉପନ୍ୟାସ ସାହିତ୍ୟର ଏକ କ୍ରାନ୍ତିକାରୀ ସୃଷ୍ଟି । ଭୂୟାଁ ସର୍ଦ୍ଦାରର ପୁଅ ଭୀମା ଓ ରାଜା ହରିଚନ୍ଦନଙ୍କ କନ୍ୟା ଜେମାର ପ୍ରଣୟ ଆକର୍ଷଣର ଚିତ୍ରକୁ ସଫଳତାର ସହ ଉପସ୍ଥାପିତ କରିଛନ୍ତି ଔପନ୍ୟାସିକ । ଏହାବ୍ୟତୀତ ଭୂୟାଁ ଜାତିର ଜୀବନଯାତ୍ରା, ବିବାହ ବିଧି, ପର୍ବପର୍ବାଣି, ଆତିଥେୟତା ଏବଂ ଦେବବିଶ୍ୱାସ ଚିତ୍ରରେ ଗତିମୁଖର ଏହି ଉପନ୍ୟାସ ।
Autorenporträt
ଗୋପାଳବଲ୍ଲଭ ଦାସ (୧୮୬୦-୧୯୧୫, ସତ୍ୟଭାମାପୁର, କଟକ) ରେଭେନ୍ସା ମହାବିଦ୍ୟାଳୟରୁ ଏମ୍].ଏ. ପାସ୍ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ସର୍ବପ୍ରଥମ । ସେ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅନୁଜ । ବ୍ରିଟିଶ ଶାସନ କାଳରେ ସେ ଜଣେ ଉଚ୍ଚପଦର ସରକାରୀ କର୍ମଚାରୀ ଥିଲେ ମଧ୍ୟ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଗଭୀର ଆଦର ଥିଲା । ତାଙ୍କର ରଚିତ ଗ୍ରନ୍ଥମାନଙ୍କ ମଧ୍ୟରେ 'ଆତ୍ମବତ୍ ସର୍ବଭୂତେଷୁ' (୧୮୮୮), 'କବିତା ମଞ୍ଜରୀ' (୧୮୯୫), 'ଭକ୍ତି ରସାବଳୀ' (୧୯୦୦), 'ପ୍ରୀତି ସୁଧାକର' (୧୯୦୬), 'ଭୀମା ଭୂୟାଁ' (୧୯୦୮) ଉଲ୍ଲେଖଯୋଗ୍ୟ ।