ଇ ବହି କୋସଲି ସାହିତ୍ୟର ପ୍ରାୟ ପନ୍ଦର ଶହ ବଛର ତଲର ଇଆଡ଼େ ସେଆଡେ଼ ଛିଛିବିଛି ହେଲା ଫରଦମାନଙ୍କୁ ସଁକଲିକରି ଠାନେକେ ଯୁଡ଼ବାର ଚେଷ୍ଟା କରିଛେ। ଗୁଟେ ଆଲୋଚନା ନି ହେଲା ତାକତବର ସାହିତ୍ୟ ନୁ ଧୁଏଲ ପୁଛକରି ଦୁନିଆଁର ସାମନେ ତାର ସଂବୃଦ୍ଧିକେ ପରସିବାର କାମ କରୁଛେ। ଦକ୍ଷିଣ କୋସଲ ଇଲାକା ବା ଇହାଦେର ପଶ୍ଚିମ ଓଡିଶା ନ ଭିନେ ଭିନେ ସମିଆଁକେ ଭିନେ ଭିନେ ଧର୍ମ, ଆର ଶାସକ କୋସଲି ସାହିତ୍ୟକେ ପ୍ରଭାବିତ କରିଛନ। ଇଲାକାର ସାହିତ୍ୟ ସେ ସମକୁ ନିଜର ଭିତରକେ ସମେଇ ନେଇଛେ। ସ୍ୱାଧୀନତାର ଆଘୋ, ସ୍ୱାଧୀନତାର ଉତାରୁ ଇହାଦେତକ ଗୁଟେ ବରକସ ସାହିତ୍ୟକେ କୁଲଜି କରି ସଁକଲିବାର ସାଂଗେ ଗୁଟେ ଜବର ଲୋକଧାରାର ଝରନକେ ସଁକଲିଛେ କୋସଲି ସାହିତ୍ୟର ଇତିହାସ ।
Bitte wählen Sie Ihr Anliegen aus.
Rechnungen
Retourenschein anfordern
Bestellstatus
Storno







